ଝଲସାଇବା Jhalasāibā

  • ଦେ. କ୍ରି. (ଝଲସିବାର ଣିଜନ୍ତରୂପ) — ଈଷତ୍ ଦଗ୍ଧ କରିବା — To scorch; to singe
  • ଦେ. କ୍ରି. (ଝଲସିବାର ଣିଜନ୍ତରୂପ) — (ଆଖିକୁ) ଆଲୋକାଧିକ ଦ୍ୱାରା ପୀଡ଼ାଯୁକ୍ତ କରିବା — To dazzle (the eyes) with excessive light