ଝଲକାଇବା Jhalakāibā
- ଦେ. କ୍ରି—(ସଂ. ଝଲ୍ଲିକା= ଦୀପ୍ତି; ଝଲକିବାର ଣଜନ୍ତ ରୂପ —Causative of jhalakibā) ଦୀପ୍ତିମୟ କରାଇବା — To cause to shine
- ଦେ. କ୍ରି—(ସଂ. ଝଲ୍ଲିକା= ଦୀପ୍ତି; ଝଲକିବାର ଣଜନ୍ତ ରୂପ —Causative of jhalakibā) ଜଳପାତ୍ରକୁ ଦୋହୋଲାଇ ତହିଁରେ ଥିବା ଜଳୀୟ ବସ୍ତୁକୁ ଆନ୍ଦୋଳିତ କରିବା — 3. To shake a pot containing liquid so as to produce waves in it