ଝଲକାଏ Jhalakāe

  • ଦେ. ବିଣ — ଜଳୀୟ ପଦାର୍ଥ ଏକ ଊର୍ମି ବା ଢେଉ ପରିମିତ; ମନ୍ଦାଏ — A splash; gushing wave or shower; one gush of (flowing liquid.)
  • ଦେ. ବିଣ — (ଯଥା—ଝଲକାଏ ବାନ୍ତି; ଡଙ୍ଗାରେ ଝଲକାଏ ପାଣି ପଶିଗଲା।)