ଝରେଇବା Jhareibā

  • ଦେ. କ୍ରି (ସଂ. କ୍ଷରଧାତୁ ଣିଜନ୍ତ) — ଝରିବାର ଣିଜନ୍ତ ରୂପ — Causative of Jharibā
  • ଦେ. କ୍ରି (ସଂ. କ୍ଷରଧାତୁ ଣିଜନ୍ତ) — କ୍ଷରିତ କରାଇବା — To distill; to cause to ooze
  • ଦେ. କ୍ରି (ସଂ. କ୍ଷରଧାତୁ ଣିଜନ୍ତ) — ବୁହାଇବା; (ଅଶ୍ରୁ) ଗଡ଼ାଇବା — To let fall; to drop down (tears)
  • ଦେ. କ୍ରି (ସଂ. କ୍ଷରଧାତୁ ଣିଜନ୍ତ) — ଝରଝର ନୟନୁ ଅଶ୍ରୁ ଝରାନ୍ତି । ନନ୍ଦକିଶୋର, ଶର୍ମିଷ୍ଠା ।
  • ଦେ. କ୍ରି (ସଂ. କ୍ଷରଧାତୁ ଣିଜନ୍ତ) — (ଦୃଷ୍ଟି) ନିକ୍ଷେପ କରିବା — 2. To cast (glance)
  • ଦେ. କ୍ରି (ସଂ. କ୍ଷରଧାତୁ ଣିଜନ୍ତ) — ଅରାଳ ଭୂରୁତତି ଝରା ସୁଦତିରେ । କବିସୂର୍ଯ୍ୟ, ସଙ୍ଗୀତ।