ଝରିଝମ୍ପା Jhari-jhampā

  • ଦେ. ବି — ଘର ଛାତତଳେ କେରି କେରି ହୋଇ ଝୁଲୁଥିବା ଚକଚକିଆ ଝୁମ୍ପା — Bunches of dazzling tassels hanging under the roof of a house as decoration
  • ଦେ. ବି — ଶୋଳକ ସୁମୁତି ହୋଇଛନ୍ତି ଝରିଝମ୍ପା। ପ୍ରାଚୀ, ବ୍ରହ୍ମନିରୂପଣଗୀତା।