ଝରାକାଠି Jharā-kāṭhi

  • ଦେ. ବି — ଝୁମ୍ପା ଓହୋଳି ଥିବା ଗୋଜିକାଠି; ସ୍ତ୍ରୀମାନଙ୍କ ଜୁଡ଼ାର ଅଳଙ୍କାର କାଠି ବିଶେଷ — A hairpin with a bunch of pandant chains (worn on the chignon)
  • ଦେ. ବି — [ଦ୍ର—ଏହା ସୁନା, ରୂପା ବା ହାତିଦାନ୍ତର ସରୁ କାଠି; ଏଥିର ଅଗରେ ଗୁଡ଼ିଏ ଝୁମ୍ପାଲଗା ଶିକୁଳି ଓହୋଳି ଥାଏ ଓ ଏହା ଜୁଡ଼ାରେ ଗୁଞ୍ଜାଯାଏ । ମୁଣ୍ଡ ହଲାଇଲା ବେଳେ ଏ ଝରାଗୁଡ଼ିକ ରୁଣୁଝୁଣୁ ଶବ୍ଦ କରେ ।]