ଝମ୍ପାନ୍ Jhampan

  • ଦେ. ବି. (ସଂ. ଝମ୍ପ) — ପାହାଡ଼ିଆ ଉଚ୍ଚାବଚ ସ୍ଥାନରେ ବ୍ଯବହୃତ ଏକ ପ୍ରକାର ଖଟିଆ — Jhampan; sedan chair borne on bamboo poles by 4 bearers
  • ଦେ. ବି. (ସଂ. ଝମ୍ପ) — [ଦ୍ର—ଗୋଟିଏ ଖଟୁଳି ବା ଖଟିଆର 2 ମୁଣ୍ଡରେ 2 ଟି ବଡ଼ ବାଉଁସ ବନ୍ଧା ହୋଇ ଥାଏ। ଉକ୍ତ 2 ଟି ବଡ଼ ବାଉଁସର 2 ମୁଣ୍ଡରେ ଦଉଡ଼ି ଲାଗି ଆଉ 2 ଖଣ୍ଡ ସାନ ବାଉଁସରେ ତାହା ଝୁଲେ, ଏବଂ ଉକ୍ତ ଦୁଇ ସାନ ବାଉଁସକୁ ଦୁଇ ଆଡ଼ୁ 2 ଜଣ ଲେଖାଏଁ 4 ଜଣ ବାହକ କାନ୍ଧରେ ବୁହନ୍ତି। ଏହା ପାର୍ବତ୍ୟ ଅଞ୍ଚଳରେ ଉଚ୍ଚ ନୀଚ ସ୍ଥାନରେ ଯିବା ଆସିବା କରିବା ପାଇଁ ବଡ଼ଲୋକେ ବ୍ଯବହାର କରନ୍ତି।] — [ଦ୍ର—ଗୋଟିଏ ଖଟୁଳି ବା ଖଟିଆର2ମୁଣ୍ଡରେ2ଟି ବଡ଼ ବାଉଁସ ବନ୍ଧା ହୋଇ ଥାଏ ଉକ୍ତ2ଟି ବଡ଼ ବାଉଁସର2ମୁଣ୍ଡରେ ଦଉଡ଼ି ଲାଗି ଆଉ2ଖଣ୍ଡ ସାନ ବାଉଁସରେ ତାହା ଝୁଲେ, ଏବଂ ଉକ୍ତ ଦୁଇ ସାନ ବାଉଁସକୁ ଦୁଇ ଆଡ଼ୁ2ଜଣ ଲେଖାଏଁ4ଜଣ ବାହକ କାନ୍ଧରେ ବୁହନ୍ତି ଏହା ପାର୍ବତ୍ୟ ଅଞ୍ଚଳରେ ଉଚ୍ଚ ନୀଚ ସ୍ଥାନରେ ଯିବା ଆସିବା କରିବା ପାଇଁ ବଡ଼ଲୋକେ ବ୍ଯବହାର କରନ୍ତି]