ଝମ୍ପାଣ Jhampāṇa
- ପ୍ରାଦେ. (ପୁରୀ) ବି. — ଗର୍ଭଣା ସଂକ୍ରାନ୍ତି ଦିନ ଗୁଣିଆଁ ବା ସର୍ପ— ବୈଦ୍ୟମାନେ ବିଷଧର ସାପମାନଙ୍କୁ ଧରି ମନ୍ତ୍ରବଳରେ ସେମାନଙ୍କୁ ବେକରେ ଗୁଡ଼ାଇ ଓ ଖେଳାଇ ନିଜର ମନ୍ତ୍ରଶକ୍ତି ଦେଖାଇବା କ୍ରିୟା — The act of snake- charmers exhibiting their power by catching snakes and making them play on the Garbhaṇā saṅkrānti day