ଝମ୍ପା ଝାଲର Jhampā jhālara

  • ଦେ. ବି. (ସହଚର; ସଂ. ଝମ୍ପ+ଝଲ୍ଲରୀ) — ପାଟଫୁଲି ପରି ପେନ୍ଥା ପେନ୍ଥା ଓ କେରାକେରା ହୋଇ ତଳକୁ ଓହୋଳି ଥିବା ବସ୍ତ୍ରାଦିର ଅଳଙ୍କାର — Tassels and strings (used as ornament)