ଝମ୍ପଲମ୍ଫ କରିବା Jhampa-lampha karibā

  • ଦେ. କ୍ରି. (ସଂ. ଝମ୍ପ, ଲମ୍ଫ) — ଲମ୍ଫଝମ୍ପ କରିବା; ଡେଇଁବା କୁଦିବା — To leap and jump
  • ଦେ. କ୍ରି. (ସଂ. ଝମ୍ପ, ଲମ୍ଫ) — ମୁହଁ ହାତ ହଲାଇ ଆସ୍ଫାଳନ କରିବା — To brag and bluster with motions