ଝମ୍ପ (ଧାତୁ) Jhampa (root)

  • (ଝମ୍ପ ଶବ୍ଦରୁ ଉତ୍ପନ୍ନ ସୌତ୍ରିକ ଧାତୁ) — କୁଦିବା — To jump; to leap
  • (ଝମ୍ପ ଶବ୍ଦରୁ ଉତ୍ପନ୍ନ ସୌତ୍ରିକ ଧାତୁ) — ଶିକାରକୁ ଝାମ୍ପିବା; ଶିକାର ଉପରେ କୁଦି କରି ପଡ଼ିବା — To pounce up on a prey