ଝମର ଝମର Jhamara jhamara

  • ଦେ. ଅ. (ଧ୍ୱନ୍ୟନୁକରଣ) — ଘୁଙ୍ଗୁର ଆଦି ଅଳଙ୍କାର ଚାଳନଜନିତ ଉଚ୍ଚ ଶବ୍ଦ — High tinkling sound of ornaments
  • ଦେ. ଅ. (ଧ୍ୱନ୍ୟନୁକରଣ) — [ଦ୍ର—ଝୁମୁରୁ ଝୁମୁର ବା ଝୁମୁଝୁମୁ ଅଳଙ୍କାରର ଅନୁଚ୍ଚ ମଧୁର ଧ୍ୱନି ଓ ଝମର ଝମର ଅପେକ୍ଷା କ୍ଷୀଣତର।]