ଝପ୍ ଝପ୍ Jhap-jhap

  • ଦେ. ଅ. (ଧ୍ୱନ୍ୟନୁକରଣ) — ମେଘ ବର୍ଷିବାର ଶବ୍ଦ — Pattering sound; splashing sound; (as of rain)
  • ଦେ. ଅ. (ଧ୍ୱନ୍ୟନୁକରଣ) — ପାଣିରେ କୁଦି ପଡ଼ିବାର ପଦଶବ୍ଦ — Splashing sound of person springing into water
  • ଦେ. ଅ. (ଧ୍ୱନ୍ୟନୁକରଣ) — ଝପର ଝପର (ଦେଖ) — Jhapara jhapara (See)