ଝପଟାଇବା Jhapaṭāibā

  • ଦେ. କ୍ରି — (ଝପଟିବାର ଣିଜନ୍ତ ରୂପ; — Causative of Jhapaṭiba)
  • ଦେ. କ୍ରି — ଦଉଡ଼େଇବା — To cause to run
  • ଦେ. କ୍ରି — ପରନ୍ତପ ପୁଥୁ ଦେଲେ ଝପଟାଇ ଅଶ୍ୱବର—ରାଧାନାଥ, ମହାଯାତ୍ରା।