ଝଟାଳ Jhaṭāḻa
- ଦେ. ବିଣ.—(ସଂ. ଜଟିଳ; ସଂ. ଝଟ ଧାତୁ) — ଅଡ଼ୁଆ— ତଡ଼ୁଆ — Complicated; entangled
- ଦେ. ବିଣ.—(ସଂ. ଜଟିଳ; ସଂ. ଝଟ ଧାତୁ) — ଝାଟିପୂର୍ଣ୍ଣ — Entwined with twigs
- ଦେ. ବିଣ.—(ସଂ. ଜଟିଳ; ସଂ. ଝଟ ଧାତୁ) — ଶାଖାଯୁକ୍ତ ଶୃଙ୍ଗବିଶିଷ୍ଟ — Having branching horns
- ଦେ. ବିଣ.—(ସଂ. ଜଟିଳ; ସଂ. ଝଟ ଧାତୁ) — (ଯଥା—ଝଟାଳ ମିରିଗ।)
- ଦେ. ବିଣ.—(ସଂ. ଜଟିଳ; ସଂ. ଝଟ ଧାତୁ) — ବହୁଶାଖାଯୁକ୍ତ — Having many branches