ଝଞ୍ଝାପବନ Jhan̄jhā-pabana
- ସଂ. ବି. (ମ. ପ. ଲୋ; ଝଞ୍ଜାଯୁକ୍ତ ପବନ) — ଝଡ଼; ତୋଫାନ — Tempest; storm; hurricane
- ସଂ. ବି. (ମ. ପ. ଲୋ; ଝଞ୍ଜାଯୁକ୍ତ ପବନ) — ବର୍ଷା ସହିତ ବତାସ — Tempest accompanied with rain
- ସଂ. ବି. (ମ. ପ. ଲୋ; ଝଞ୍ଜାଯୁକ୍ତ ପବନ) — ଖଣ୍ଡିଆଭୂତ; ଘୂର୍ଣ୍ଣିବାୟୁ — A tornado; typhoon
- ସଂ. ବି. (ମ. ପ. ଲୋ; ଝଞ୍ଜାଯୁକ୍ତ ପବନ) — ଗର୍ଜନଯୁକ୍ତ ପବନ — Roaring wind
- ସଂ. ବି. (ମ. ପ. ଲୋ; ଝଞ୍ଜାଯୁକ୍ତ ପବନ) — ବହିଲା ଝଞ୍ଜାପବନ କୃଷାନୁବତାଶ। ପ୍ରାଚୀ, ରହସ୍ୟମଞ୍ଜରୀ।