ଝଜକି ହେବା Jhajaki hebā

  • ଦେ. କ୍ରି. (ସଂ. ଦ୍ୱିଧା) — ଭୟରେ କିଂକର୍ତ୍ତବ୍ଯବିମୂଢ଼ ହେବା; ଛାନିଆ ହେବା — To be dumbfounded with fear; to be frightened or alarmed
  • ଦେ. କ୍ରି. (ସଂ. ଦ୍ୱିଧା) — ଧନ୍ଦି ହେବା; ଧନ୍ଦକି ହେବା — To be perplexed; to be between the horns of a dilemma
  • ଦେ. କ୍ରି. (ସଂ. ଦ୍ୱିଧା) — (ଆନଦ୍ଧ ବାଦ୍ୟାଦି) ଅନୁଚ୍ଚ ଶବ୍ଦ କରିବା — To produce a low muffling sound