ଝଙ୍କେଇବା Jhaṅkeibā
- ଦେ. କ୍ରି.—(ସଂ. ଧକ୍ ଧାତୁ=ନାଶନ) — ଝାଙ୍କିବା; ଦୋହଲାଇବା — [synonym(s):ঝাঙ্করান্; ঝাঁকাझटकारना]. To shake down or jerk
- ଦେ. କ୍ରି.—(ସଂ. ଧକ୍ ଧାତୁ=ନାଶନ) — ଶସ୍ୟାଦି କ୍ଷୁଦ୍ର ପଦାର୍ଥ ଥିବା ପାତ୍ର ବା ଅଖାକୁ ଦୋହଲାଇବା — To shake a bag or basket (as of grains), so as to cause the contents to lie closer or occupy less space inside it
- ଦେ. କ୍ରି.—(ସଂ. ଧକ୍ ଧାତୁ=ନାଶନ) — (ଗଛ ଲତା) ପତ୍ର ଓ ଶାଖା ବହୁଳତା ଦ୍ୱାରା ବିସ୍ତୃତି ଲାଭ କରିବା — (a tree or creeper) To spread out its leaves and branches