ଝଙ୍କାଳିଆ Jhaṅkāḻiā

  • ଦେ. ବିଣ — ଝାମ୍ପୁଲା; ଛତା ପରି ବିସ୍ତୃତ — Spreading umbrella
  • ଦେ. ବିଣ — ଝଙ୍କାରିଆ-ଛାୟା ତରୁ-ମଞ୍ଜୁ-କୁଞ୍ଜେ। ରାଧାନାଥ, ଯଯାତି।
  • ଦେ. ବିଣ — ବିସ୍ତୃତାଗ୍ର — Spreading at the top
  • ଦେ. ବିଣ — ବୁଦାଳିଆ — Bushy