ଝଙ୍କାରିବା Jhaṅkāribā

  • ଦେ. କ୍ରି — ଶବ୍ଦାୟିତ କରିବା — To cause to echo; to cause to resound
  • ଦେ. କ୍ରି — ଆକାଶ ଝଙ୍କାରଇ ଏଣୁ ତା ଗୀତ। ରାଧାନାଥ, ମେଘଦୂତ।
  • ଦେ. କ୍ରି — ଝଣ ଝଣ ଶବ୍ଦ କରିବା — To hum; to buzz; to produce a buzzing sound