ଝକ୍ଝକ୍ Jhak-jhak
- ଦେ. ବି (ସଂ. ଚକଧାତୁ=ଦୀପ୍ତି) — ଦୀପ୍ତି; କାନ୍ତି; ଝଟକ — Glitter; glare
- ଦେ. ବି (ସଂ. ଚକଧାତୁ=ଦୀପ୍ତି) — (ଧ୍ୱନ୍ୟନୁକରଣ) ଧିକିମାକି; ସର୍ବଦା କଳହ — Constant loud quarrelling; bickering
- ଦେ. ବି (ସଂ. ଚକଧାତୁ=ଦୀପ୍ତି) — ଦରଦାମ ବିଷୟରେ ଉପର୍ଯ୍ୟୁପରି ଓଜନ ଆପତ୍ତି — Higgling and haggling
- ଦେ. ବିଣ — ଦୀପ୍ତିଶାଳୀ; ଝଟକୁଥିବା; ଜକଜକ — Sparkling; glittering; shining; glaring
- ଦେ. ବିଣ — କଳିହୁଡ଼ା; ସର୍ବଦା କଳହ କରୁଥିବା — Quarrelsome; wrangling
- ଦେ. ବିଣ — ବାରମ୍ବାର କଥା କହୁଥିବା; ବାବାଦୂକ — Garrulous; talkative
- ଦେ. ବିଣ — ଯେ ପଣ୍ୟାଦି ଦ୍ରବ୍ୟର ମୂଲ୍ୟ ଆଦିରେ ବହୁତ ଓଜର ଆପତ୍ତି କରେ — Higgling and haggling
- ଦେ. କ୍ରି. ବିଣ — ଜକଜକ ହେଇ — In a glittering manner; brightly
- ଦେ. କ୍ରି. ବିଣ — ଦୋଳେ ଝକଝକ ପୃଷ୍ଠେ ଫଳକ ବର୍ତ୍ତୁଳ—ରାଧାନାଥ, ବେଣୀସଂହାର।