ଝକ୍ଝକିଆ Jhaka-jhakiā

  • ଦେ. ବିଣ. ପୁଂ — କଳିହୁଡ଼ା — 4. Wrangling; quarrelsome
  • ଦେ. ବିଣ. ପୁଂ — ଯେ ଦରଦାମରେ ବହୁତ ଓଜର ଆପତ୍ତି କରେ — Higgling and haggling
  • ଦେ. ବିଣ (ସଂ. ଚକଧାତୁ) — ଝଟକୁଥିବା — Glittering