ଝକାଝକ୍ Jhakājhak
- ଦେ. ବି. (ସଂ. ଧକ୍ଷ ଧାତୁ=ନାଶନ; ଯୋଗେଶ୍ଚନ୍ଦ୍ର) — ଝିଙ୍କାଝିଙ୍କି; ଟଣାଓଟରା — Mutual pulling; tugging
- ଦେ. ବି. (ସଂ. ଧକ୍ଷ ଧାତୁ=ନାଶନ; ଯୋଗେଶ୍ଚନ୍ଦ୍ର) — ଟଣାଟଣି ପୂର୍ବକ ବିବାଦ; ଫଉଜଦାରୀ — Affray; brawl
- ଦେ. ବି. (ସଂ. ଧକ୍ଷ ଧାତୁ=ନାଶନ; ଯୋଗେଶ୍ଚନ୍ଦ୍ର) — ଅନ୍ଯୋନ୍ୟରେ କଳିକଜିଆ ବା ଉଚ୍ଚୈଃସ୍ୱରରେ ବିବାଦ — Wrangling; mutual quarreling; loud recrimination between two persons
- ଦେ. ବି. (ସଂ. ଧକ୍ଷ ଧାତୁ=ନାଶନ; ଯୋଗେଶ୍ଚନ୍ଦ୍ର) — ପଣ୍ୟଦ୍ରବ୍ୟର ଭାଉ ସମ୍ବନ୍ଧେ ବାଦ ପ୍ରତିବାଦ — Higgling and haggling
- ଦେ. ବି. (ସଂ. ଧକ୍ଷ ଧାତୁ=ନାଶନ; ଯୋଗେଶ୍ଚନ୍ଦ୍ର) — ବିବାଦ — Dispute; altercation
- ଦେ. ବିଣ — ଝଙ୍କାଝଙ୍କ୍ (ଦେଖ) — Jhaṅkājhank (See)
- ପ୍ରାଦେ. (ସମ୍ବଲପୁର) ବିଣ (ତୁଳ. ଏହି ଅର୍ଥରେ ହି. ଏହି ଶବ୍ଦ) — ଜକ୍ଜକ୍ — Glittering