ଝକାଝକି Jhakājhaki

  • ଦେ. ବି — ଝକାଝକ୍ (ଦେଖ) — Jhakājhak (See)
  • ପ୍ରାଦେ. (ସମ୍ବଲପୁର) ବିଣ — ଜାକଜମକ ପୂର୍ଣ୍ଣ; ଆଡ଼ମ୍ବରମୟ — Very grand
  • ପ୍ରାଦେ. (ସମ୍ବଲପୁର) ବିଣ — (ଯଥା—ଏ ବର୍ଷ ପରିକ୍ଷାରେ ସ୍କୁଲର ଫଳ ଖୁବ୍ ଝକାଝକି।)