ଝକମାରି Jhaka-māri

  • ଦେ. ବି — ଭୁଲ; ଦୋଷ; ନିଜକୃତ ଅପରାଧ — Mistake; fault; shortcoming
  • ଦେ. ବି — ଅବିବେଚନାର କାର୍ଯ୍ୟ — A thoughtless act; levity of conduct
  • ଦେ. ବି — ନିର୍ବୋଧତା; ବେକୁବୀ — Foolishness; folly
  • ଦେ. ବି — ଅନୁତାପ — Regret; repentance
  • ଦେ. ବି — ନାଚାରୀ; ଉପାୟାନ୍ତର ନ ଥିବା ଅବସ୍ଥା — Utter helplessness
  • ଦେ. ବି — ନିଜକୃତ ଦୋଷ ବା ତ୍ରୁଟିର ସ୍ୱୀକାର — Admission of one's fault or mistake
  • ଦେ. ବିଣ — ତ୍ରୁଟିଯୁକ୍ତ; ଅବିବେଚକ; ବିଚାରଶୂନ୍ଯ (କର୍ମ) — Faulty; foolish (act); thoughtless; nonsensical