ଝକମକି ମାରିବା Jhakamaki māribā

  • ଦେ. କ୍ରି — ଝକମକି ପଥରରେ ଲୁହା ଆଘାତ କରି ତହିଁରୁ ଆଗ୍ନିସ୍ଫୁଲିଙ୍ଗ ନିର୍ଗତ କରାଇବା — To strike out fire from flint