ଝକ ମାରିବା Jhaka māribā

  • ଦେ. କ୍ରି — ବେକୁବୀ କାର୍ଯ୍ୟ କରିବା — To do a foolish thing; to commit a folly
  • ଦେ. କ୍ରି — ସମୟ ବୃଥା ନଷ୍ଟ କରିବା — To waste time
  • ଦେ. କ୍ରି — ନିଜର ବେକୁବୀ ବା ତ୍ରୁଟି ସ୍ୱୀକାର କରିବା — To admit one's folly or fault
  • ଦେ. କ୍ରି — ଝକମାରି ଏ ସକଳ କରିବେ ନର। ଭିକାରୀ, ଗୀତଲହରୀ।
  • ଦେ. କ୍ରି — ନିଜକୃତ ଦୋଷ ବା ଅପରାଧ ନିମନ୍ତେ ଅନୁତାପ କରିବା — To repent for one's folly or fault
  • ଦେ. କ୍ରି — ନିଜର କାର୍ଯ୍ୟ ବା କଥାକୁ ପ୍ରତ୍ୟାଖ୍ୟାନ କରିବା — To retract one's acts or words
  • ଦେ. କ୍ରି — ନିଜର କର୍ମ ଯୋଗୁଁ କଷ୍ଟ ବା ଦୁଃଖ ଭୋଗ କରିବା — To suffer for one's own action; to get into trouble; to get into an awkward predicament
  • ଦେ. କ୍ରି — ଝକମାଇଲି, ନଡ଼ିଆ ଗଛରେ ମୁଣ୍ଡମାଇଲି, ଗୁହୁଜାଉ ପାଣି ପେଟେ ପିଇଲି। ଶିଶୁବଚନ।