ଜୟ-ଧ୍ୱନି Jaya-dhwani
- ସଂ. ବି. ( 6 ଷ୍ଠୀ ତତ୍; ଜୟ+ଧ୍ୱନି) — ଜୟ ଜୟ ଶବ୍ଦ; ଜେଜେକାର — Exclamations of rejoicing
- ସଂ. ବି. ( 6 ଷ୍ଠୀ ତତ୍; ଜୟ+ଧ୍ୱନି) — ବିଜୟୋଲ୍ଲାସସୂଚକ ରବ — Shout or cry of victory
- ସଂ. ବି. ( 6 ଷ୍ଠୀ ତତ୍; ଜୟ+ଧ୍ୱନି) — ଯୁଦ୍ଧକୁ ଯିବା ସମୟରେ ସୈନ୍ୟମାନଙ୍କର ଉତ୍ସାହସୂଚକ ଜୟଶବ୍ଦ — War-cry