ଜୟଡିଣ୍ଡିମ Jaya-ḍiṇḍima

  • ସଂ. ବି. (ମ. ପ. ଲୋ ଜୟ ଘୋଷଣାକାରୀ ଡିଣ୍ଡିମ; ଜୟ+ ଡିଣ୍ଡିମ) — ଯେଉଁ ବାଦ୍ୟ ବା ଢୋଲ ବଜାଇ ଜୟ— ଘୋଷଣା କରାଯାଏ; ବଡ଼କାଠ; ବିଜିଘୋଷ — A large drum beaten to announce victory