ଜଡ଼ବାଦୀ Jaṟḍ̠abādī

  • ସଂ. ବିଣ.—(ଜଡ଼+ବଦ୍ ଧାତୁ+ଇନ୍; 1 ମା. 1 ବ.) — ଯେ ଜଡ଼ବାଦମତ ପୋଷଣ କରେ — One who holds the theory of materialism
  • ଦେ. ବି — ଜଡ଼ବାଦମତ ପୋଷଣ କରୁଥିବା ଲୋକ — A person holding the theory of materialism