ଜଡ଼ବାଦ Jaṟḍ̠abāda

  • ସଂ. ବି. (ଆଧୁନିକ ଦର୍ଶନପରିଭାଷା) — ପ୍ରାକୃତ ଦର୍ଶନ; ଯେଉଁ ମତବାଦରେ ଆତ୍ମାର ସ୍ୱତନ୍ତ୍ର ଅସ୍ତିତ୍ୱ ସ୍ୱୀକାର କରାଯାଏ ନାହିଁ; ଦେହାତ୍ମବାଦ — (modern philosophy) Materialism