ଜ୍ୱାଳିତ Jwāḻitā

  • ସଂ. ବିଣ. (ଜ୍ୱଳ ଧାତୁ ଣିଚ୍=ଜ୍ୱାଳିଧାତୁ+କର୍ମ. ତ) — ଜଳାଯାଇଥିବା; ଦାହିତ — Burnt
  • ସଂ. ବିଣ. (ଜ୍ୱଳ ଧାତୁ ଣିଚ୍=ଜ୍ୱାଳିଧାତୁ+କର୍ମ. ତ) — ଦୀପିତ — Kindled; lighted
  • ସଂ. ବିଣ. (ଜ୍ୱଳ ଧାତୁ ଣିଚ୍=ଜ୍ୱାଳିଧାତୁ+କର୍ମ. ତ) — ସନ୍ତାପିତ; କ୍ଳେଶିତ — Afflicted; troubled