ଜ୍ୱାଳାମୁଖୀ Jwāḻā-mukhī
- ସଂ. ବି. (ଜ୍ୱଳା+ମୁଖ+ଇନ୍) — ଚୀନିକ ତୁରସ୍କର ହିନ୍ଦୁ ତୀର୍ଥ ବିଶେଷ (ଯେଉଁଠାରେ ଭଗବତୀଙ୍କ ଜିହ୍ନା ପତିତ ହୋଇଥିବାର ବିଷୟ ପୁରାଣରେ ଲେଖା ଅଛି) — The name of a famous holy place in Chinese Tartary whither the Hindus go on pilgrimage
- ସଂ. ବି. (ଜ୍ୱଳା+ମୁଖ+ଇନ୍) — ଆଗ୍ନେୟଗିରି — A volcano; a place where subterranean fire breaks out
- ସଂ. ବି. (ଜ୍ୱଳା+ମୁଖ+ଇନ୍) — ପଞ୍ଜାବର ଉତ୍ତରରେ ହିମାଳୟ ପର୍ବତର ନିମ୍ନ ଦେଶରେ ଅବସ୍ଥିତ ଅଗ୍ନି ଉଦ୍ଗୀରଣ କରୁଥିବା ହିନ୍ଦୁ ତୀର୍ଥ ବିଶେଷ — Name of a holy place of Hindu pilgrimage at the foot of the Himalayas