ଜ୍ୱାଳାବକ୍ତ୍ର Jwāḻābaktra

  • ସଂ. ବି. (ଜ୍ୱଳା+ବକ୍ତ୍ର; ବହୁବ୍ରୀହି; ହଳାହଳ ବିଷପାନ ହେତୁରୁ ଏହାଙ୍କ କଣ୍ଠ ସର୍ବଦା ଜଳୁ ଥିବାରୁ) — ଶିବ; ମହାଦେବ — An epithet of Ṡiba
  • ସଂ. ବି. (ଜ୍ୱଳା+ବକ୍ତ୍ର; ବହୁବ୍ରୀହି; ହଳାହଳ ବିଷପାନ ହେତୁରୁ ଏହାଙ୍କ କଣ୍ଠ ସର୍ବଦା ଜଳୁ ଥିବାରୁ) — ବ୍ରହ୍ମା — Brahmā