ଜ୍ୱରହନ୍ତ୍ରୀ Jwara-hantrī

  • ସଂ. ବି. (ଜ୍ୱର+ହନ୍ ଧାତୁ=କର୍ତ୍ତୃ. ତୃ+ସ୍ତ୍ରୀ ଈ; 6 ଷ୍ଠୀ ତତ୍) — ମଞ୍ଜିଷ୍ଠା — The Indian madder; Rubia Manjistha