ଜ୍ୱରନାଶନ Jwara-nāṡana
- ସଂ. ବିଣ. (ଜ୍ୱର+ନାଶନ) — ଜ୍ୱରଘ୍ନ (ଦେଖ) — Jwaraghna (See)
- ଦେ. ବି — ଅଷ୍ଟ୍ରେଲିଆରୁ ଆନୀତ ବୃକ୍ଷବିଶେଷ — The Eucalyptus tree
- ଦେ. ବି — [ଦ୍ର—ଏଥିର ପତ୍ର ତେଜପତ୍ର ପରି ଓ ଏହା ଲେମ୍ବୁଚୋପାରୁ ବାହାରିବା ରସ ପରି ଗନ୍ଧଯୁକ୍ତ। ଏହି ପତ୍ରରୁ ତେଲ ଓ ଅର୍କ ପ୍ରସ୍ତୁତ ହୁଏ। ଏ ବୃକ୍ଷ ଯେଉଁ ଅଞ୍ଚଳରେ ଲଗାଯାଏ, ସେଠାରେ ମାଲେରିଆ ଜ୍ୱର କମିଯାଏ। ଏହା ଅଷ୍ଟ୍ରେଲିଆରେ ପରୀକ୍ଷା କରାଯାଇ ଅଛି। ଏ ଗଛର ଗଣ୍ଡିରୁ ଏକପ୍ରକାର ଝୁଣା ପରି ଅଠା ବାହାରେ, ସେ କାଠକୁ ଶୁଖାଇ ଧୂପ ଓ ବାର୍ଣ୍ଣିସ୍ କରାଯାଏ। ଏ ଗଛରୁ ପ୍ରତିବର୍ଷ ମନକୁ ଛାଲ ଛାଡ଼େ।]