ଜ୍ୟୌତିଷିକ Jya̲u̲tishika
- ସଂ. ବିଣ. (ଜ୍ୟୋତିଷ+ତଦ୍ଜ୍ଞାନାର୍ଥେ, ଇକ) — ଜ୍ୟୋତିଷ ଶାସ୍ତ୍ରସମ୍ବନ୍ଧୀୟ — Pertaining to astronomy or astrology
- ସଂ. ବିଣ. (ଜ୍ୟୋତିଷ+ତଦ୍ଜ୍ଞାନାର୍ଥେ, ଇକ) — ଜ୍ୟୋତିର୍ବେତ୍ତା — Versed in astronomy or astrology
- ସଂ. ବି — ଜ୍ୟୋତିର୍ବେତ୍ତା ବ୍ଯକ୍ତି — Astronomer or Astrologer