ଜ୍ୟୋତ୍ସ୍ନୀ Jyot-snī

  • ସଂ. ବି. ସ୍ତ୍ରୀ. (ଜ୍ଯେତ୍ସ୍ନା+ସ୍ତ୍ରୀ. ଇ) — ଜ୍ୟୋତ୍ସ୍ନମୟୀ ରାତ୍ରୀ — Moonlit night
  • ସଂ. ବି. ସ୍ତ୍ରୀ. (ଜ୍ଯେତ୍ସ୍ନା+ସ୍ତ୍ରୀ. ଇ) — ଜହ୍ନି — A cucurbitacious plant and its fruit; Luffa Acutangula
  • ସଂ. ବି. ସ୍ତ୍ରୀ. (ଜ୍ଯେତ୍ସ୍ନା+ସ୍ତ୍ରୀ. ଇ) — ରେଣୁକା ନାମକ ଗନ୍ଧ ଦ୍ରବ୍ୟ — A sort of perfumed drug