ଜ୍ୟୋତିଷ୍ମତୀ Jyotishmatī

  • ସଂ. ବି. ସ୍ତ୍ରୀ. (ଜ୍ଯୋତିଷ୍ମତ୍+ସ୍ତ୍ରୀ. ଈ) — ରାତ୍ରିରେ ଆଲୋକ ବିକୀରଣକାରୀ ବନ୍ୟ ଲତା ବିଶେଷ; ଫୁଟିଫୁଟିକା ଗୁଳ୍ମ — A luminous wild plant; Cardiospermum Helicacabum. Ballon vine; winter cherry (Kirtikar) Staff tree
  • ସଂ. ବି. ସ୍ତ୍ରୀ. (ଜ୍ଯୋତିଷ୍ମତ୍+ସ୍ତ୍ରୀ. ଈ) — [ଦ୍ର—ବୈଦ୍ଯକ ମତରେ ଏହା କଟୁ ତିକ୍ତ ରସ, ବାୟୁ ଓ କଫନାଶକ, ରୁକ୍ଷ, ବମନକାରକ, ଦାହ- ପ୍ରଦ, ଅଗ୍ନିବର୍ଦ୍ଧକ ଓ ମେଧାପ୍ରଦ।]
  • ସଂ. ବି. ସ୍ତ୍ରୀ. (ଜ୍ଯୋତିଷ୍ମତ୍+ସ୍ତ୍ରୀ. ଈ) — ରାତ୍ରି — Night
  • ସଂ. ବି. ସ୍ତ୍ରୀ. (ଜ୍ଯୋତିଷ୍ମତ୍+ସ୍ତ୍ରୀ. ଈ) — ଚିତ୍ରବୃତ୍ତି ବିଶେଷ — Name of a pictorial composition
  • ସଂ. ବିଣ. ସ୍ତ୍ରୀ — ଜ୍ଯୋତିଷ୍ମାନ୍ର ସ୍ତ୍ରୀଲିଙ୍ଗ — Feminine of jyotishmān