ଜ୍ୟୋତିଷ୍କର Jyotishkara

  • ସଂ. ବି. (ଜ୍ୟୋତିଃ+କୃ ଧାତୁ+କର୍ତ୍ତୃ. ଅ) — ଗ୍ରହନକ୍ଷତ୍ରାଦି ଜ୍ୟୋତିର୍ମୟ ପଦାର୍ଥ — A planet; a star; a luminary
  • ସଂ. ବି. (ଜ୍ୟୋତିଃ+କୃ ଧାତୁ+କର୍ତ୍ତୃ. ଅ) — ଚିତ୍ରକ ବୃକ୍ଷ (ଦେଖ) — Chitraka (See)
  • ସଂ. ବି. (ଜ୍ୟୋତିଃ+କୃ ଧାତୁ+କର୍ତ୍ତୃ. ଅ) — ଗଣିକାରିକା ବୃକ୍ଷ (ଦେଖ) — Gaṇikārikā (See)
  • ସଂ. ବି. (ଜ୍ୟୋତିଃ+କୃ ଧାତୁ+କର୍ତ୍ତୃ. ଅ) — ମେଥିକା ବୀଜ — The seed of fenugreek
  • ସଂ. ବି. (ଜ୍ୟୋତିଃ+କୃ ଧାତୁ+କର୍ତ୍ତୃ. ଅ) — ମେରୁ ଶୃଙ୍ଗ ବିଶେଷ — Name of a peak of the Meru mountain