ଜ୍ୟୋତିର୍ଲିଙ୍ଗ Jyotirliṅga

  • ସଂ. ବି. (ନାମ) — ଶିବଲିଙ୍ଗ ବିଶେଷ — Name of a Siba-linga
  • ସଂ. ବି. (ନାମ) — [ଦ୍ର—ଶିବପୁରାଣମତେ ରାମେଶ୍ୱର, କେଦାରନାଥ ପ୍ରଭୃତି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରତିଷ୍ଠିତ। ଏ ସ୍ଥାନମାନ ଗୋଟିଏ ଗୋଟିଏ ତୀର୍ଥସ୍ଥାନ। ମଦନମୋହନ ତୀର୍ଥ— ଦର୍ଶନ 1 ମ ଭାଗ।] — [ଦ୍ର—ଶିବପୁରାଣମତେ ରାମେଶ୍ୱର, କେଦାରନାଥ ପ୍ରଭୃତି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରତିଷ୍ଠିତ ଏ ସ୍ଥାନମାନ ଗୋଟିଏ ଗୋଟିଏ ତୀର୍ଥସ୍ଥାନ ମଦନମୋହନ ତୀର୍ଥ— ଦର୍ଶନ1ମ ଭାଗ]