ଜ୍ୟୋତିମଣ୍ଡଳ Jyoti-maṇḍaḻa

  • ଦେ. ବି. (ସଂ. ଜ୍ୟୋତିର୍ମଣ୍ଡଳ) — ଜ୍ୟୋତିର୍ମଣ୍ଡଳ; ବ୍ରହ୍ମର କଳ୍ପିତ ଜ୍ୟୋତିର୍ମୟପୁର — The imaginary abode of the Brahma
  • ଦେ. ବି. (ସଂ. ଜ୍ୟୋତିର୍ମଣ୍ଡଳ) — ସେ ଜ୍ୟୋତିମଣ୍ଡଳ ବାରତା, କହିଲେ ନ ସରେ ବେବସ୍ତା— ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।