ଜ୍ୟୋତିଃଶାସ୍ତ୍ର Jytiḥ-ṡāstra

  • ସଂ. ବି. (ଜ୍ୟୋତିଃ+ଶାସ୍ତ୍ର) — ଜଉତିଷ ଶାସ୍ତ୍ର; ଗ୍ରହ ନକ୍ଷତ୍ରାଦିବିଷୟକ ବିଜ୍ଞାନ — The science of stars and planets
  • ସଂ. ବି. (ଜ୍ୟୋତିଃ+ଶାସ୍ତ୍ର) — ଗଣିତ ଜ୍ୟୋତିଷ; ଯେଉଁ ଶାସ୍ତ୍ରଦ୍ୱାରା ଗ୍ରହନକ୍ଷତ୍ରମାନଙ୍କର ସ୍ଥିତି, ଗତି, ସଂଚାର, ଗ୍ରହଣ, କକ୍ଷ ଇତ୍ୟାଦି ନିର୍ଣ୍ଣୀତ ହୁଏ — Astronomy
  • ସଂ. ବି. (ଜ୍ୟୋତିଃ+ଶାସ୍ତ୍ର) — ଫଳିତ ଜ୍ୟୋତିଷ; ଯଦ୍ଦ୍ୱାରା ଗ୍ରହନକ୍ଷତ୍ରଙ୍କ ଗତିବିଧି ଆଦି ମନୁଷ୍ୟମାନଙ୍କ ଜୀବନ ଉପରେ ଫଳାଇବା ପ୍ରଭାବ ଜଣା ଯାଏ — Astrology
  • ସଂ. ବି. (ଜ୍ୟୋତିଃ+ଶାସ୍ତ୍ର) — [ଦ୍ର—ଜ୍ୟୋତିଃଶାସ୍ତ୍ରର 3 ଗୋଟି ଶାଖା ଅଛି, ଯଥା — [ଦ୍ର—ଜ୍ୟୋତିଃଶାସ୍ତ୍ରର3ଗୋଟି ଶାଖା ଅଛି, ଯଥା
  • ସଂ. ବି. (ଜ୍ୟୋତିଃ+ଶାସ୍ତ୍ର) — ଗଣିତ ବା ତନ୍ତ୍ର—(ଏଥିରେ ଗ୍ରହନକ୍ଷତ୍ରଙ୍କ ଗତି, ସ୍ଥିତି ଆଲୋଚିତ ହୋଇଥାଏ।)
  • ସଂ. ବି. (ଜ୍ୟୋତିଃ+ଶାସ୍ତ୍ର) — ହୋରା ବା ଅଙ୍ଗବିନିଶ୍ଚୟ—(ଏଥିରେ ଜନ୍ମ, ଯାତ୍ରା ଓ ବିବାହାଦି ବିବେଚିତ ହୁଏ।)
  • ସଂ. ବି. (ଜ୍ୟୋତିଃ+ଶାସ୍ତ୍ର) — ସଂହିତା।]