ଜ୍ୟୈଷ୍ଠୀ Jya̲i̱shṭhī

  • ସଂ. ବି. ସ୍ତ୍ରୀ. (ଜ୍ଯେଷ୍ଠା+ଯୁକ୍ତାର୍ଥେ. ଅ+ସ୍ତ୍ରୀ. ଈ) — ଜ୍ଯେଷ୍ଠାନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା; ଜ୍ୟୈଷ୍ଠପୂର୍ଣ୍ଣିମା; ଦେବସ୍ନାନ ପୂର୍ଣ୍ଣମୀ — The full-moon day of the month Jya̲i̱shṭha