ଜ୍ୟେଷ୍ଠା Jyeshṭhā
- ସଂ. ବି. ସ୍ତ୍ରୀ. (ଜ୍ଯେଷ୍ଠ+ଆ) — ହିନ୍ଦୁ ଜ୍ୟୋତିଷୋକ୍ତ 27 ଗୋଟି ନକ୍ଷତ୍ର ମଧ୍ୟରୁ ଅଷ୍ଟାଦଶ ନକ୍ଷତ୍ର (ନକ୍ଷତ୍ର ତଳେ ନୋଟ ଦେଖ) — ହିନ୍ଦୁ ଜ୍ୟୋତିଷୋକ୍ତ27ଗୋଟି ନକ୍ଷତ୍ର ମଧ୍ୟରୁ ଅଷ୍ଟାଦଶ ନକ୍ଷତ୍ର (ନକ୍ଷତ୍ର ତଳେ ନୋଟ ଦେଖ)— . Scorpion's body or back; the name of the 8th star of Hindu astronomy; the 8th lunar mansion (Hindu astronomy)
- ସଂ. ବି. ସ୍ତ୍ରୀ. (ଜ୍ଯେଷ୍ଠ+ଆ) — ଗୃହଗୋଧିକା; ଝିଟିପିଟି — The common house-lizard
- ସଂ. ବି. ସ୍ତ୍ରୀ. (ଜ୍ଯେଷ୍ଠ+ଆ) — ହାତର ମଝି ଆଙ୍ଗୁଠି — The middle finger of the hand
- ସଂ. ବି. ସ୍ତ୍ରୀ. (ଜ୍ଯେଷ୍ଠ+ଆ) — ଗଙ୍ଗାନଦୀ — The river Gaṅgā
- ସଂ. ବି. ସ୍ତ୍ରୀ. (ଜ୍ଯେଷ୍ଠ+ଆ) — ଅଲକ୍ଷ୍ମୀ; ଲକ୍ଷ୍ମୀଙ୍କ ବଡ଼ ଭଉଣୀ — The Goddess of misfortune; the elder sister of Laksmī
- ସଂ. ବି. ସ୍ତ୍ରୀ. (ଜ୍ଯେଷ୍ଠ+ଆ) — ପ୍ରଥମବିବାହିତା ସ୍ତ୍ରୀ (ମନୁ. 9।122 ) — ପ୍ରଥମବିବାହିତା ସ୍ତ୍ରୀ (ମନୁ.9122)— . The eldest wife (M.W.)
- ସଂ. ବି. ସ୍ତ୍ରୀ. (ଜ୍ଯେଷ୍ଠ+ଆ) — ସ୍ତ୍ରୀମାନଙ୍କ ମଧ୍ୟରୁ ଯେଉଁ ସ୍ତ୍ରୀକୁ ସ୍ୱାମୀ ବେଶି ଦେଖି ପାରନ୍ତି; ସୁଭଗା ସ୍ତ୍ରୀ — A preferred wife (M.W.); the most favourite wife
- ସଂ. ବି. ସ୍ତ୍ରୀ. (ଜ୍ଯେଷ୍ଠ+ଆ) — ବାର୍ହସ୍ପତ୍ୟ ଦ୍ୱାଦଶ ବର୍ଷମାନଙ୍କର ଅଷ୍ଟମ ବର୍ଷ — The 1th year in the Jupiter's cycle of years (M.W.)
- ସଂ. ବି. ସ୍ତ୍ରୀ. (ଜ୍ଯେଷ୍ଠ+ଆ) — ତନ୍ତ୍ରୀବିଶେଷ; ତାରଯୁକ୍ତ ବାଦ୍ୟ ଯନ୍ତ୍ରବିଶେଷ — A kind of stringed musical instrument (M.W.)
- ସଂ. ବିଣ. ସ୍ତ୍ରୀ — ଜ୍ଯେଷ୍ଠର ସ୍ତ୍ରୀଲିଙ୍ଗ — Feminine of Jyeshṭha
- ଦେ. ବି. (ସଂ. ଜ୍ଯେଷ୍ଠାଂଶ) — ଜ୍ଯେଷ୍ଠାଂଶ; ହିନ୍ଦୁ— ସ୍ମୃତି ଅନୁସାରେ ଜ୍ଯେଷ୍ଠ ପୁତ୍ର ଅନ୍ଯ ପୁତ୍ରମାନଙ୍କ ଅପେକ୍ଷା ପୈତୃକ ସମ୍ପତ୍ତିରୁ ପାଇବା ଅଧିକା ଭାଗ — A largest share in the paternal property which devolves on the eldest brother during partition; the property in excess claimed by the eldest brother according to the Hindu law out of the paternal property during partition
- ଦେ. ବି. (ସଂ. ଜ୍ଯେଷ୍ଠାଂଶ) — ଜ୍ଯେଷ୍ଠ ପୁତ୍ର ସମସ୍ତ ପୈତୃକ ସମ୍ପତ୍ତିରେ ଅଧିକାରୀ ହେବା ପ୍ରଥା, ଯଦ୍ଦ୍ୱାରା ଅନ୍ଯ ପୁଅମାନେ କେବଳ ଖୋରାକ— ପୋଷାକ ପାଆନ୍ତି — Primogeniture