ଜ୍ୟେଷ୍ଠାଶ୍ରମୀ Jyeshṭhāṡramī

  • ସଂ. ବି. (ଜ୍ଯେଷ୍ଠ+ଆଶ୍ରମ+ଇନ୍; 1 ମା. 1 ବ.) — ଗୃହସ୍ଥ; ଗୃହୀ — A house-holder
  • ସଂ. ବି. (ଜ୍ଯେଷ୍ଠ+ଆଶ୍ରମ+ଇନ୍; 1 ମା. 1 ବ.) — [ଦ୍ର—ହିନ୍ଦୁମାନଙ୍କର ଅନ୍ଯାନ୍ୟ ଆଶ୍ରମସ୍ଥ ବ୍ଯକ୍ତିମାନଙ୍କୁ ଗୃହସ୍ଥାଶ୍ରତ୍ସୀ ବ୍ଯକ୍ତିମାନେ ପୋଷିବାରୁ ଗୃହସ୍ଥାଶ୍ରମ ଅନ୍ଯ ସବୁ ଆଶ୍ରମ ଅପେକ୍ଷା ଉତ୍କୃଷ୍ଟ ବା ଜ୍ଯେଷ୍ଠ ବୋଲି ଶାସ୍ତ୍ର ନିର୍ଦ୍ଦେଶ କରିଅଛି।]