ଜ୍ୟେଷ୍ଠାଂଶ Jyeshṭhāṁṡa
- ସଂ. ବି. (ଜ୍ଯେଷ୍ଠ+ଅଂଶ; କର୍ମଧା; କିମ୍ବା 6 ଷ୍ଠୀ ତତ୍) — ହିନ୍ଦୁଶାସ୍ତ୍ର ଅନୁସାରେ ପୈତୃକ ସମ୍ପତ୍ତିରୁ ବଡ଼ ଭାଇ ସାନଭାଇମାନଙ୍କଠାରୁ ପାଇବା ଅଧିକା ଅଂଶ — The extra share of the paternal property which devolves on the eldest brother in excess of the regular shares of other brothers in partition (Hindu law)