ଜ୍ୟୁଜୁତ୍ସୁ Jyujutsu

  • ବୈଦେ. (ଯାପାନୀ) ବି. (ତୁଳ. ସଂ. ଯୁଯୁତ୍ସୁ=ଯୁଦ୍ଧ କରିବାକୁ ଇଚ୍ଛୁକ) — ଯାପାନ ଦେଶ ପ୍ରଚଳିତ ଆକ୍ର— ମଣାର୍ଥ ଓ ଆତ୍ମରକ୍ଷାର୍ଥ ପ୍ରଯୁଜ୍ୟ ଅଙ୍ଗଚାଳନ — Japaneese gymnastics used for attack and defence