ଜ୍ୟାମିତି Jyāmiti
- ସଂ. ବି. (ଜ୍ୟା=ପୃଥିବୀ, ବୃତ୍ତଖଣ୍ଡର ଗୁଣରେଖା+ମା ଧାତୁ+ଭାବ. ତି) — କ୍ଷେତ୍ରତତ୍ତ୍ୱ ବା ରେଖାଗଣିତ — Geometry
- ସଂ. ବି. (ଜ୍ୟା=ପୃଥିବୀ, ବୃତ୍ତଖଣ୍ଡର ଗୁଣରେଖା+ମା ଧାତୁ+ଭାବ. ତି) — [ଦ୍ର—ସଂସ୍କୃତ ଧାତୁପ୍ରତ୍ୟୟ ଅନୁସାରେ ଜ୍ୟାମିତି ଶବ୍ଦର ଅର୍ଥ କ୍ଷେତ୍ରତତ୍ତ୍ୱ (geometry) ନ ହୋଇ କ୍ଷେତ୍ରପରିମାଣ (Mensuration) ବା ତ୍ରିକୋଣମିତି (Trigonometry) ହେବ। ଅତଏବ ଶବ୍ଦ ଇଂରାଜି ଜିଓମେଟ୍ରୀରୁ (Geometry) ଉତ୍ପନ୍ନ ବୋଲି ଅନୁମତି ହୁଏ।]