ଜ୍ଞାନୋଦୟ Jn̄ānodaya
- ସଂ. ବି. ( 6 ଷ୍ଠୀ ତତ୍; ଜ୍ଞାନ+ଉଦୟ) — ମନୁଷ୍ୟ ମନରେ ଜ୍ଞାନ ବା ବୋଧରୂପ ସୂର୍ଯ୍ୟଙ୍କର ଆବିର୍ଭାବ — The rise or dawn of knowledge in the human mind
- ସଂ. ବି. ( 6 ଷ୍ଠୀ ତତ୍; ଜ୍ଞାନ+ଉଦୟ) — ମନୁଷ୍ୟ ଜନ୍ମ ହେବା ପରେ ସର୍ବପ୍ରଥମେ ନିଜର ଜଗତରେ ଅସ୍ତିତ୍ୱ ବିଷୟର ଉପଲବ୍ଧି — One's first consciousness of one's existence in the world as a responsible being